ରାଉରକେଲାରେ ପ୍ରାୟ ୪୨କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ, ୨ଗିରଫ

ରାଉରକେଲା: ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ। ପ୍ରାୟ ୪୨କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି GSTର ସ୍ୱତନ୍ତ୍ର ଟିମ୍‌।

କଟକ ଓ ଯାଜପୁରୁ ଆସିଥିବା ସ୍ୱତନ୍ତ୍ର GST ଟିମ୍‌ ସହ ଛେଣ୍ଡ ଓ ବନ୍ଧମୁଣ୍ଡା ଅଞ୍ଚଳରେ ଚଢାଉ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୪୨କୋଟି ଟଙ୍କାର ବେନାମୀ ଟ୍ରାଞ୍ଜାକସନ୍‌ କରିଛନ୍ତି ଦୁଇ ଜଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.