ଲକ୍‌ଡାଉନ୍‌ରେ ବୋହାଲ ହେଲାଣି ବାରିକମାନଙ୍କର ଆର୍ଥିକ ପରିସ୍ଥିତି, କଟକ ଜିଲ୍ଲାପାଳଙ୍କୁ ଚାରି ଦଫା ଦାବିପତ୍ର କଲେ ପ୍ରଦାନ

କଟକ(କେନ୍ୟୁଜ): ଲକ୍‌ଡାଉନ୍‌ରେ ବୋହାଲ ହେଲାଣି ବାରିକମାନଙ୍କର ଆର୍ଥିକ ପରିସ୍ଥିତି। ଏହି ଅଭିଯୋଗ ଆଣି କଟକ ଜିଲ୍ଲାପାଳଙ୍କୁ ଏକ ଚାରି ଦଫା ଦାବିପତ୍ର ପ୍ରଦାନ କରିଛି ନିଖିଳ ଉତ୍କଳ ବାରିକ ସମିତିର କଟକ ଜିଲ୍ଲା ଶାଖା। ଜିଲ୍ଲାରେ ଥିବା ସମସ୍ତ ବାରିକ ପରିବାରକୁ ୬ ମାସର ରାସନ ସାମଗ୍ରୀ ଯୋଗାଇ ଦେବା, ଯଜମାନୀ କାମ କରୁଥିବା ପୁରୁଷ ଓ ମହିଳା ମାନଙ୍କ ପାଇଁ ମାସିକ ୧୫ ଶହ ଟଙ୍କା ହିସାବରେ ୬ ମାସର ଟଙ୍କା ଏକକାଳୀନ ପ୍ରଦାନ କରିବା ଆଜି ଦାବି ରଖିଛି ସମିତି।

BARBER-2

Leave A Reply

Your email address will not be published.