Below header

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥରେ ୧୭ଟିକିଆ ଜଙ୍ଗଲୀ ହାତୀ ପଲ, ଗାଁରେ ପସି କରୁଛନ୍ତି ବ୍ୟାପକ କ୍ଷୟକ୍ଷତି

ଖୋର୍ଦ୍ଧା(କେନ୍ଯୁଜ୍): ଜାତୀୟ ରାଜପଥରେ ହାତୀ ପଲ। ୧୬ ନମ୍ବର ଜାତୀୟ ରାଜପଥରେ ୧୭ଟିକିଆ ଜଙ୍ଗଲୀ ହାତୀ ପଲ। ଫଳରେ ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାିଛି। ଖୋର୍ଦ୍ଧା ରେଂଜ ଗୟାବନ୍ଧ ଜଙ୍ଗଲରୁ ୧୭ଟିକିଆ ହାତୀ ପଲ ବାହାରି ମଳିପଡ଼ା ଗାଁ ନିକଟରେ ଥିବା ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।

ହାତୀ ପଲରେ ୬ଟି ଛୁଆ ହାତୀ , ୮ଟି ମାଈ ହାତୀ ଓ ୩ଟି ଦନ୍ତା ହାତୀ ଅଛନ୍ତି। ଦିନବେଳେ ଜଙ୍ଗଲ ଭିତରକୁ ପଳାଉଥିବାବେଳେ ରାତିରେ ଗାଁରେ ପସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ହାତୀ ମାନଙ୍କ ଗତିବିଦି ଉପରେ ନଜର ରଖିଛି ବନବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.