Below header

ତୃତୀୟ ଦିନ ଗୃହ ଆରମ୍ଭରୁ ବିରୋଧୀଙ୍କ ଜୋରଦାର ହଙ୍ଗାମା, ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି

ଆଜି ବି ଚାଲି ପାରିଲାନି ବିଧାନସଭା ଅଧିବେଶନ। ତୃତୀୟ ଦିନ ଗୃହ ଆରମ୍ଭରୁ ହୋହଲ୍ଲା। ଚାଲି ପାରିଲାନି ପ୍ରଶ୍ନକାଳ । ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ରଖାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜି ବି ଚାଲି ପାରିଲାନି ବିଧାନସଭା ଅଧିବେଶନ। ତୃତୀୟ ଦିନ ଗୃହ ଆରମ୍ଭରୁ ହୋହଲ୍ଲା। ଚାଲି ପାରିଲାନି ପ୍ରଶ୍ନକାଳ । ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ରଖାଯାଇଛି । ଆଦିବାସୀ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟରେ ନିଷ୍ପତ୍ତି ଏବଂ ସ୍ଥଗିତ ଘଟଣାକୁ ନେଇ ହୋହଲ୍ଲା କରିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ବିରୋଧୀ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲେ। ଗୃହ କାର୍ଯ୍ୟ ଚାଲି ନପାରିବାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.