Below header

ବୁର୍ଲାର ଭିମସାର ଏବଂ ରାଉରକେଲାର ଆଇଜିଏଚରେ ହେବ କରୋନା ଟେଷ୍ଟିଂ, ICMR ପକ୍ଷରୁ ମିଳିଲା ଅନୁମତି

ଭୁବନେଶ୍ବର: ରାଜ୍ୟରେ ବଢିବ କୋଭିଡ ଟେଷ୍ଟିଂ । ବୁର୍ଲାର ଭିମସାର ଏବଂ ରାଉରକେଲାର ଆଇଜିଏଚରେ ହେବ କରୋନା ଟେଷ୍ଟିଂ । ଏ ନେଇ ICMR ପକ୍ଷରୁ ଅନୁମତି ମିଳିଛି । ରାଜ୍ୟରେ ଅଧିକରୁ ଅଧିକ କରୋନା ଟେଷ୍ଟିଂ କରିବାକୁ ରାଜ୍ୟ ସରକାର ICMRକୁ ଅନୁରୋଧ କରିଥିଲେ । ଏହା ପରେ ରାଉରକେଲା ଆଇଜିଏଚ,ବୁର୍ଲା ଭିମସାରରେ ଟେଷ୍ଟ ହେବ । ଏବେ RMRC,କଟକ ଏସସିବି, ଭୁବନେଶ୍ୱର ଏମ୍‌ସ ଏବଂ ବ୍ରହ୍ମପୁର ଏମକେଜିସିରେ କରୋନା ଟେଷ୍ଟିଂ ହେଉଛି ।

hospital

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.