ଓଡିଶାର ଆଇଏନଆଇଏଫ୍‌ଡି ପାଳନ କରିଛି ତା’ର ପ୍ରଥମ ବାର୍ଷିକ ଉତ୍ସବ ନଭ୍ୟତା-୨୦୧୯

ଭୁବନେଶ୍ୱର (କେନ୍ୟୁଜ୍) : ପାଳିତ ହୋଇଛି ନଭ୍ୟତା ୨୦୧୯ । ଫ୍ୟାସନ୍‌ ଡିଜାଇନିଂ ଏବଂ ଇଣ୍ଟେରିଅର ଡିଜାଇନିଂ କ୍ଷେତ୍ରରେ ଓଡିଶାର ଆଇଏନଆଇଏଫ୍‌ଡି ନିଜର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏଥିରେ ଆଇଏନଆଇଏଫ୍‌ଡିର ଛାତ୍ରଛାତ୍ରୀମାନେ ନିଜ ଡିଜାଇନ୍‌ ଡ୍ରେସ ପିନ୍ଧି ର‍୍ୟାମ୍ପରେ ଚାଲିଥିଲେ ଏବଂ ନିଜ ଡିଜାଇନଡ୍‌ ପ୍ରଡକ୍ଟକୁ ପ୍ରଦର୍ଶନ କରିଥିଲେ । ଏଥିରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ଆଇଏନଆଇଏଫ୍‌ଡି ତାର ପ୍ରଥମ ବର୍ଷରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଜାତୀୟ ଓ ଆନ୍ତଜାର୍ତିକ ସ୍ତରରେ ନିଜକୁ ପ୍ରତିଷ୍ଠା କରିପାରିଛି ବୋଲି ଏହାର ସେଣ୍ଟର ଡାଇରେକ୍ଟର ଆଶୁତୋଷ ପଣ୍ଡା କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.