ସୋସିଆଲ ମିଡିଆରେ ମହାପ୍ରଭୂଙ୍କ ଗୁପ୍ତସେବା ଭାଇରାଲ୍, ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

କେନ୍ୟୁଜ୍ : ସୋସିଆଲ ମିଡିଆରେ ଭାଇରାଲ ହେଲା ମହାପ୍ରଭୂଙ୍କ ଗୁପ୍ତସେବା। ଶ୍ରୀମନ୍ଦିରରେ ହୋଇଥିବା ସମସ୍ତ ସେବାପୂଜା ଓ ରୀତିନୀତି ରାଜ୍ୟ ବାହାରେ ଉଭୟ ମନ୍ଦିର ଓ ଘରେ କରାଯାଉଥିବା ଫଟୋ ଭାଇରାଲ ହୋଇଛି। ଶ୍ରୀମନ୍ଦିରର କେତେକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ସେବାୟତ ଅନ୍ୟତ୍ର ଯାଇ ଠାକୁରଙ୍କ ପୂଜାବିଧି ସମ୍ପନ୍ନ କରୁଛନ୍ତି। ଫଳରେ ମହାପ୍ରଭୂଙ୍କ ଅନେକ ଗୁପ୍ତ ବିଧି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.