Jagannath Bhakti: ମାଆଙ୍କ ଇଚ୍ଛା ପିଲାଙ୍କ ସମର୍ପଣ, ଶ୍ରୀମନ୍ଦିରରେ ଭାବବିହ୍ୱଳ ଦୃଶ୍ୟ
ଭକ୍ତି ଆଗରେ ବୟସ ହାର ମାନିଛି । ଶରୀର ଦୁର୍ବଳ ହୋଇଛି କିନ୍ତୁ ମନରେ ଥିଲା ଗୋଟିଏ ଅଭିଳାଷ। ଥରେ ନିଜ ଆଖିରେ ଦେଖିବେ ଜଗାକୁ। କାଳିଆ ସାଆନ୍ତଙ୍କୁ ଦର୍ଶନ କରିବେ। ଚାଲିବାକୁ ଅକ୍ଷମ ବୃଦ୍ଧା ମାଆଙ୍କ ଏହି ଇଚ୍ଛାକୁ ପୂରଣ କରିଛନ୍ତି ପରିବାର ଲୋକ। ମାଆଙ୍କୁ ବୋହି ଆଣିଛନ୍ତି ଆଉ ପୂରଣ କରିଛନ୍ତି…