Below header

ଜଗତସିଂହପୁର ଇଲେକ୍ଟ୍ରି ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌, ଅଫିସ୍‌ ସମେତ ୫ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ଜଗତସିଂହପୁର: ଜଗତସିଂହପୁର ଇଲେକ୍ଟ୍ରି ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଜେଇ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଅଫିସ୍‌ ସମେତ ୫ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳ ଓ ଇନ୍‌ସପେକ୍ଟର ହେମନ୍ତ କୁମାରଙ୍କ ନେତୃତ୍ୱରେ ଚଢାଉ କରାଯାଇଛି । ଚଢାଉ ବେଳେ କିଛି ଟଙ୍କା ଓ କାଗଜପତ୍ର ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.