ପାଣି ଘେରରେ ଥିବା ୮ଟି ପରିବାରର ୪୦ ଲୋକଙ୍କୁ ଉଦ୍ଧାର କଲା ଯଶୀପୁର ପୋଲିସ୍

ମୟୂରଭଞ୍ଜ: ବାତ୍ୟା ୟସ ପ୍ରଭାବରେ ପାଣି ଘେରରେ ଥିବା ୪୦ ଲୋକଙ୍କୁ ଉଦ୍ଧାର କଲା ପୋଲିସ। ମୟୂରଭଞ୍ଜ ଜିଲ୍ଲାର ଅନୁକୂଳପୁର ଗାଁର ୮ଟି ପରିବାର ଜଳମଗ୍ନ ହୋଇଥିଲା।

ଖବର ପାଇ ଯଶୀପୁର ପୋଲିସ ପରିବାରରେ ଥିବା ୪୦ଜଣଙ୍କୁ ଉଦ୍ଧାର କରିଛି। ଜଣେ ପାରାଲିସିସ ପୀଡ଼ିତଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ସେମାନଙ୍କୁ ପୋଲିସ ଗାଡ଼ିରେ ନିଆଯାଇ ସରକାରୀ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.