Below header

କରୋନା ପାଇଁ ମଞ୍ଚ ଅନ୍ଧାର, ସହାୟତା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ

କେନ୍ୟୁଜ: କରୋନା ପାଇଁ ମଞ୍ଚ ଅନ୍ଧାର। ଏଭଳି ସମୟରେ ସହାୟତା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ। ଯାତ୍ରା କଳାକାର ଓ କର୍ମଚାରୀମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ସେହିପରି କରୋନା ଲକ ଡାଉନ୍‌ ସମୟରେ ସେମାନେ କିପରି ନିଜ ପରିବାର ପୋଷିବେ ଏବଂ ଚଳିବେ ସେ ନେଇ ଆଜି ସାଂସଦ ଓ ମନ୍ତ୍ରୀଙ୍କୁ ଭେଟି ସାକ୍ଷାତ କରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.