ଭିଜିଲାନ୍ସ ଜାଲରେ ଟେକ୍ନିକାଲ୍ କନସଲଟାଣ୍ଟ ଜେଇ, ଏକକାଳୀନ ୯ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଜାଲରେ ଟେକ୍ନିକାଲ୍ କନସଲଟାଣ୍ଟ ଜେଇ । ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସ ଟେକ୍ନିକାଲ କନସଲଟାଣ୍ଟ ଜେଇ ପ୍ରସନ୍ନ ପାଣିଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ବର, ଅନୁଗୁଳ ଓ ପୁରୀର ୯ଟି ସ୍ଥାନରେ ଯାଞ୍ଚ ଚାଲିଛି ।

ଅନୁଗୁଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଟେକ୍ନିକାଲ୍ କନସଲଟାଣ୍ଟ ଜେଇ । ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସ ଟେକ୍ନିକାଲ କନସଲଟାଣ୍ଟ ଜେଇ ପ୍ରସନ୍ନ ପାଣିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ଚାଲିଛି । ଏକକାଳୀନ ୯ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।

ଭୁବନେଶ୍ବର, ପାଲହଡା ଭଡା ଘର ଓ ପୁରୀର ୯ଟି ସ୍ଥାନରେ ଯାଞ୍ଚ ଚାଲିଛି । ଚଢାଉରେ ଭିଜିଲାନ୍ସର ୬ ଡିଏସପି, ୬ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ସୁନ୍ଦରପଦାରେ ରହିଛି ୩ଟି ତିନି ମହଲା ଘର। ଏହାସହ ସୁନ୍ଦରପଦାର ହାଇଟେକ ପ୍ଳାଜାରେ ରହିଛି ଫ୍ଲାଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.