ସାମାଜିକ ଗଣମାଧ୍ୟମରେ ଅପପ୍ରଚାରକୁ ନେଇ ବିଡ଼ିଓଙ୍କ ଥାନାରେ ଅଭିଯୋଗ, ପରେ ଭୁଲ ମାଗିଲେ ସମ୍ପୃକ୍ତ ମହିଳା

ପିପିଲି (କେନ୍ୟୁଜ): ପୁରୀ ଜିଲ୍ଲା କଣାସ ବିଡ଼ିଓଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେବା ସହିତ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରାଯାଇଥିଲା । ଏହାକୁ ନେଇ ବିଡ଼ିଓ ଲୋଚନ ଦାସ କଣାସ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାରେ ସମ୍ପୃକ୍ତ ମହିଳା ବିନୋଦିନୀ ସମାନ୍ତରାୟ ବିଡ଼ିଓଙ୍କ ନିକଟରେ ନିଜ ଭୁଲ ସ୍ୱୀକାର କରିଛନ୍ତି । ବିଡ଼ିଓଙ୍କ ନାମରେ ଏଭଳି ଅପପ୍ରଚାର କରିଥିବା ମୋର ଭୁଲ ବୋଲି କହିଛନ୍ତିି ମହିଳା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.