Browsing Tag

bdo

ବୋଲଗଡ଼ ବିଡିଓଙ୍କୁ ନେଇ ଠେଲାପେଲା, ନଅ ଦିନର ଧାରଣା, ନେଲା ରାଜନୈତିକ ରୂପ

ବୋଲଗଡ଼: ବୋଲଗଡ଼ ବ୍ଲକ ସମ୍ମୁଖରେ ଉତ୍ତେଜନା । ବିଡ଼ିଓଙ୍କ ବଦଳି ଦାବିରେ ନଅ ଦିନ ହେବ ଚାଲିଥିବା ଧାରଣା, ଆଜି ରାଜନୈତିକ ରୂପ ନେଇଛି । ଅଭିଯୋଗ ମୁତାବକ ବୋଲଗଡ଼ ବ୍ଲକ ସଭାପତି ଯେତେବେଳେ ବ୍ଲକ ଅଫିସକୁ ଯିବାକୁ ଉଦ୍ୟମ କରିଥିଲେ ସେତେବେଳେ ଅଫିସରେ ତାଲା ପକାଇ ଦିଆଯାଇଥିଲା । ଏହାକୁ ନେଇ…

ବ୍ଲକ୍ ଜିପରେ ତେଲ ପକାଇବା ନାଁରେ ବିଡିଓ ଲୁଟି ନେଲେ ହଜାର ହଜାର ଟଙ୍କା, ତଦନ୍ତ ଦାବି କଲେ ବ୍ଲକ୍ ଅଧ୍ୟକ୍ଷା

ବାଙ୍କୀ: ସରକାରୀ ବାବୁ କରୁଛନ୍ତି ମହା ଘୋଟାଲା । ସରକାରୀ ଗାଡ଼ିରେ ତେଲ ପକାଇବା ବାହାନାରେ ନିଜ ବ୍ୟକ୍ତିଗତ ଗାଡ଼ିରେ ତେଲ ପକାଇବା ପାଇଁ ସରକାରଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ । ଗ୍ରାମାଞ୍ଚଳରେ ନୂତନ ଭାବେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ବିକଶିତ ଓଡ଼ିଶା ବିକଶିତ ଗାଁ ଯୋଜନା ସହିତ…

ଜୋର ଧରିଲା ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବି, ଏକାଠି ହେଲେ ଶତାଧିକ ଲୋକ

ବେଗୁନିଆ: ଜୋର ଧରିଲା ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବି ।  ବୋଲଗଡ଼ ବିଡିଓ ସୁମନସୁଧା କୁଣ୍ଡୁଙ୍କ ବିରୋଧରେ ଏକାଠି ହେଲେ ଶତାଧିକ ଲୋକ ।  ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା ସହିତ ବିଡିଓଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ…

ମହଙ୍ଗା ପଡିଲା ବୋଲଗଡ ବିଡ଼ିଓଙ୍କ ମନମାନି, ଗତକାଲି ସାଧାରଣତନ୍ତ୍ର ଦିବସରେ କରିଥିଲେ ଅବହେଳା

ବେଗୁନିଆ: ମହଙ୍ଗା ପଡିଲା ବୋଲଗଡ ବିଡ଼ିଓଙ୍କ ମନମାନି । ବୋଲଗଡ ବିଡ଼ିଓ ସୁମନସୁଦ୍ଧା କୁଣ୍ଡୁଙ୍କ ବିରୋଧରେ ବୋଲଗଡ଼ ଥାନାରେ ଅଭିଯୋଗ ।  ଅଭିଯୋଗ କଲେ ବୋଲଗଡ ଅଞ୍ଚଳର ବୁଦ୍ଧିଜୀବୀ ସମୂହ ।  ଗତକାଲି ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ କରିଥିଲେ ଅବହେଳା । ଜନପ୍ରତିନିଧି ଭାବେ ବିଧାୟକଙ୍କୁ…

ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ ତେଜିଲା ବିବାଦ, ପ୍ରତିବାଦରେ ବ୍ଲକ ଅଫିସରେ ତାଲା ପକାଇ ରାଜନଗର ସରପଞ୍ଚ ସଂଘ

ରାଜନଗର : ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ ତେଜିଲା ବିବାଦ ।  ଆକ୍ରମଣର ୪ଦିନ ପରେ ବି ଅଭିଯୁକ୍ତଙ୍କ ବିରୋଧରେ ହୋଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ ।  ଏହାର ପ୍ରତିବାଦରେ ଆଜି ବ୍ଲକ ଅଫିସରେ ତାଲା ପକାଇ କାର୍ଯ୍ୟବନ୍ଦ କରିଛି ରାଜନଗର ସରପଞ୍ଚ ସଂଘ ।  ବ୍ଲକ ଅଫିସରେ ତାଲାପଡ଼ିବା…

ଚର୍ଚ୍ଚାରେ ହରଭଙ୍ଗା ବିଡିଓ, ୫ କିମି ବାଟ ଚାଲି ଚାଲି ଯାଇ ବୁଝିଲେ ଲୋକଙ୍କ ସମସ୍ୟା

ହରଭଙ୍ଗା : ଚର୍ଚ୍ଚାରେ ହରଭଙ୍ଗା ବିଡିଓ । ଗାଁ କୁ ଗାଡି ଯାଇ ପାରିଲାନି ବୋଲି ରାସ୍ତାରୁ ବଡବଡ ଢେମା ପଥର ହଟାଇ ହଟାଇ ଗଲେ ୫ କିମି ବାଟ । ଏ ହେଉଛନ୍ତି ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ । ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଦୁର୍ଗମ ତଥା ଉପାନ୍ତ ଅଚଂଳ ଭାବେ ଜଣା ଶୁଣା ଆଡେଣୀଗଡ ପଞ୍ଚାୟତର…

ବିଡିଓ ହେବ ତ ଏମିତି, ଲୋକଙ୍କ ସମସ୍ଯାର ସମାଧାନ ପାଇଁ ତିନି କିମି ଚଢିଲେ ୩ ପାହାଡ଼

ନବରଙ୍ଗପୁର: ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପାଦରେ ଚାଲିଚାଲି ଯାଇ ପାର ହେଲେ ତିନି ପାହାଡ଼ । ପାଞ୍ଚଟି ପରିବାର ପାଖରେ ସରକାରୀ ସୁବିଧାକୁ ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବିଡିଓ କ୍ଷୀରୋଦ…

ବିଡିଓଙ୍କ ଘର ବି ଛାଡିଲେନି ଚୋର, ଘରେ କେହିନଥିବାର ସୁଯୋଗ ପାଇଁ ବୁଲାଇଲେ କଳାକନା

ନବରଙ୍ଗପୁର: ବିଡିଓଙ୍କ ଘର ବି ଛାଡିଲେନି ଚୋର । ଘରେ କେହିନଥିବାର ସୁଯୋଗ ପାଇଁ ବୁଲାଇଲେ କଳାକନା । ନବରଙ୍ଗପୁର ବ୍ଲକ ବିଡିଓ ସୁନୀଲ ଖରାଙ୍କ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ବିଡିଓ ସୁନୀଲ ଖରା ରାୟଗଡ଼ା ଯାଇଥିବା ବେଳେ, ଘର ସ୍କାଏ ଲାଇଟ ଭାଙ୍ଗି ୨୦ ହଜାର ଟଙ୍କା…

କାଲିମେଳା ବ୍ଲକର ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ, ଅଭିଯୋଗ ଆଣିଲେ ୨୩ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଡ଼ିଓ ପ୍ରଦୀପ କୁମାର କରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ।ଏନେଇ ଗତକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏଥିରେ ୨୩ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷା ସହ ବିଜେଡିର ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ,କାଲିମେଳା…

ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ମାଟି ବୋହିଲେ ପାଟଣାଗଡ଼ ବିଡିଓ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଡିଓ ଶ୍ରମିକ ଦିବସରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ତଦାରଖ କରିବାକୁ ଯାଇଥିବା ସମୟରେ ନିଜେ ଭାରରେ ମାଟି ବୋହିଥିଲେ । ମାଟି ବୋହିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ସୂଚନା ମୁତାବକ ପାଟଣାଗଡ଼…

କାନ୍ଧରେ ବସାଇ ବିଡିଓଙ୍କୁ ବିଦାୟ, କର୍ତ୍ତବ୍ୟ ଓ ଲୋକଙ୍କ ପ୍ରତି ଭଲପାଇବାକୁ ନେଇ ମିଳିଲା ଏଭଳି ସମ୍ବର୍ଦ୍ଧନା

ମାଲକାନଗିରି:  BDO ହେବ ତ ଏମିତି ।  କାନ୍ଧରେ ବସାଇ ବିଡିଓଙ୍କୁ ବିଦାୟ । ମାଲକାନଗିରି ଜିଲ୍ଲା ମାଥିଲି ବାସିନ୍ଦା ବିଡିଓ ହିମାଞ୍ଚଳ ମାଝୀଙ୍କୁ ଭାବବିହ୍ବଳ ବିଦାୟ ଦେଇଛନ୍ତି । କିଏ ତାଙ୍କୁ ନିଜ କାନ୍ଧ ରେ ଟେକୁଛି ତ ଆଉ କିଏ ନାଚ ନଚେଇ ବିଦାୟ ଦେଉଛି । ମାଥିଲି ବିଡିଓ ହିମାଞ୍ଚଳ ମାଝୀଙ୍କ…

ଦିବ୍ୟାଙ୍ଗଙ୍କ କଷ୍ଟ ତୁରନ୍ତ ବୁଝିଲେ ଗାଇସିଲେଟ ବିଡିଓ, ମିଳିଲା ଟ୍ରାଇ ସାଇକେଲ

ବରଗଡ଼: ସାହାଯ୍ୟ ପାଇବା ଆଶାରେ ଗୁରୁଣ୍ଡି ଗୁରୁଣ୍ଡି ବିଡିଓଙ୍କ ପାଖକୁ ଧାଇଁ ଆସିଥିଲେ । ଭଙ୍ଗା ଟ୍ରାଇ ସାଇକେଲ ବିଷୟରେ ସମସ୍ତ ଦୁଃଖ ଜଣାଇଥିଲେ । ତାଙ୍କ ଦୁଃଖ ଶୁଣି ମହାନତା ଦେଖାଇଲେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀ । ଏବେ ତାଙ୍କ ଖୁସିର ସୀମା ନାହିଁ । ବରଗଡ଼ ଜିଲ୍ଲା ଗାଇସିଲେଟ…