Below header

ରାଜ୍ୟର କେଉଁ ସହରରେ ରନ୍ଧନ ଗ୍ୟାସର ଦାମ୍ କେତେ ଜାଣନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ସାରା ଦେଶରେ ରନ୍ଧନ ଗ୍ୟାସ୍‌ର ଦାମ୍ ବଢ଼ିଛି । ସେହିପରି ଓଡ଼ିଶାରେ ମଧ୍ୟ ଏଲ୍‌ପିଜି ଗ୍ରାହକମାନଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ । ରାଜଧାନୀ ଭୁବନେଶ୍ୱରରେ ୧୪.୨ କେଜି ସିଲିଣ୍ଡର ମୂଲ୍ୟ ୫୯୨ ଟଙ୍କା ୫୦ ପଇସା ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୬୧୯ ଟଙ୍କାରେ ପହଞ୍ଚିଛି । ସେହିପରି ରାଜ୍ୟର ବିଭିନ୍ନ ସହରରେ ଏହାର ଦାମ୍ ଭିନ୍ନ ରହିଛି । ଜାଣି ନିଅନ୍ତୁ କେଉଁଠି କେତେ ଟଙ୍କା ଦେବେ ଗ୍ୟାସ୍ ସିଲିଣ୍ଡର ବାବଦକୁ ।

GAS-1

GAS-2

GAS-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.