ଚାଲିଛି ମା’ନାରାୟଣୀଙ୍କ ଯାତ୍ରା : ମା’ଙ୍କୁ ବରଣି ପାଇଁ ଆଜ୍ଞାମାଳ ଆଣିବାକୁ ଯାଇଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ମା’ନାରାୟଣୀଙ୍କ ଯାତ୍ରାରେ ସାମିଲ ହେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ମା’ଙ୍କୁ ବରଣ ପାଇଁ ମହା ପଟୁଆରରେ ଗଲାବେଳେ କନ୍ଧମାଳ ସାଂସଦ ଏହି ଯାତ୍ରାରେ ଭାଗ ନେଇ ମା’ଙ୍କ ଆଜ୍ଞାମାଳ ଆଣିବାକୁ ଯାଇଥିଲେ । ଏହି ପ୍ରସିଦ୍ଧ ଯାତ୍ରାରେ ଡ. ଅଚ୍ୟୁତ ସାମନ୍ତ ଯାତ୍ରାର ମୁଖ୍ୟ ମାର୍ଗଦର୍ଶକ ଭାବେ ଯୋଗଦେଇ ଯାତ୍ରାରେ ସାମିଲ ହୋଇଥିଲେ । ମା’ଙ୍କ ଏହି ଯାତ୍ରା ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.