କଲମ୍ବୋ ଗସ୍ତ ସାରି ଫେରିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଯୋଗଦେଇଥିଲେ ବିଗ୍ ବୋଲ୍ଡ ବ୍ରେଭ୍…
ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଶିକ୍ଷାଗତ ସହଯୋଗ, ଯୁବ ବିକାଶ ଏବଂ ସାମାଜିକ-ଆର୍ଥିକ ସହଯୋଗକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦିନିକିଆ କ ଲମ୍ବୋ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଫେରିଆସିଛନ୍ତି। ଏହି ଅବସରରେ ସେ ଶ୍ରୀଲଙ୍କାର ହାର୍ଭାର୍ଡ କ୍ଲବ…