ମାହେଶ୍ଵରୀ କଲ୍ୟାଣ ମଣ୍ଡପ ଭିିତ୍ତିପ୍ରସ୍ତର ସ୍ଥାପନ ଓ ଭୂମି ପୂଜନ କଲେ ସାଂସଦ ଅଚ୍ୟୁତ ସାମନ୍ତ

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଭାଲିଆ ପଦର ମାହେଶ୍ଵରୀ ମନ୍ଦିର ଓ ମାହେଶ୍ଵରୀ କଲ୍ୟାଣ ମଣ୍ଡପର ଶୁଭ ସ୍ତମ୍ଭ ସ୍ଥାପନ ଓ ଭିିତ୍ତିପ୍ରସ୍ତର ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଭାଲିଆ ପଦର ମାହେଶ୍ଵରୀ ମନ୍ଦିର ଓ ମାହେଶ୍ଵରୀ କଲ୍ୟାଣ ମଣ୍ଡପର ଶୁଭ ସ୍ତମ୍ଭ ସ୍ଥାପନ ଓ ଭିିତ୍ତିପ୍ରସ୍ତର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଓ କଣ୍ଟାମାଳ ବିଧାୟକ ମହୀଧର ରଣା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଭୂମି ପୂଜନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ୫୦ ଲକ୍ଷ ବ୍ୟୟରେ ନିର୍ମାଣ ହେବ ଏହି କଲ୍ୟାଣ ମଣ୍ଡପ । ଏହାଦ୍ବାରା ଗାଁ ଗହଳିରେ ରହିଥିବା ଜନସାଧାରଣ ଉପକୃତ ହେବେ ବୋଲି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.