ମେସିନ୍ ଭଳି କାମ କରୁଛନ୍ତି ଗଣେଶ, ଦୈନିକ ରୋଜଗାର ୧୫ଶହରୁ ଅଧିକ

ମାହାଙ୍ଗା(କେନ୍ଯୁଜ୍): ମେସିନ ଭଳି କାମ କରୁଛି ମଣିଷ। ମେସିନ ଭଳି କାମ କରି ଚର୍ଚ୍ଚାରେ ଅଛନ୍ତି କଟକ ଜିଲ୍ଲା ମାହାଙ୍ଗା ହଳଦିଆ ଅଞ୍ଚଳର ଗଣେଶ ସାମଲ । ଗଣେଶଙ୍କ ବୟସ ୪୦ ହେବ।

ବାହୁଙ୍ଗି ଭାରରେ ଏକା ସାଙ୍ଗରେ ୪୦ରୁ ଅଧିକ ଇଟା ବୋହି ସେ ୫ ମହଲା ଛାତ ଉପରକୁ ନେଇପାରୁଛନ୍ତି। ଏହାର ଓଜନ ପ୍ରାୟ ଦେଢ କୁଇଣ୍ଟାଲ ହେବ। ୪ଜଣ ଶ୍ରମିକଙ୍କ କାମ ସେ ଏକୁଟିଆ କରୁଛନ୍ତି। ଦୈନିକ ୧୨ରୁ ୧୫ଶହରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି ଗଣେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.