୫ବର୍ଷର ନାବାଳିକାକୁ ଦୁର୍ଷ୍କମ, ଯୁବକ ଗିରଫ

ଚାନ୍ଦବାଲି(କେନ୍ଯୁଜ୍): ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୩୨ବର୍ଷୀୟ ଯୁବକକୁ ଗିରଫ।  ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଂଶଡା ଥାନା ପୋଲିସ। ବାଂଶଡା ଥାନା ଅନ୍ତର୍ଗତ ଚରଦିଆ ପଞ୍ଚାୟତ ଚରଦିଆ ଗ୍ରାମର ଜଣେ ୫ବର୍ଷର ନାବାଳିକାକୁ ଉକ୍ତ ଗ୍ରାମର ଗାନ୍ଧରୀ ମହାଳିକଙ୍କ ୩୨ ବର୍ଷର ପୁଅ ବାଚୁ ମହାଲିକ (ବାପି) ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ନାବାଳିକାର ବାପା ବାଁଶଡା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ଆସାମୀକୁ ଗିରଫ୍ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.