Below header

ଗଛର ଡାଳ କାଟିବାକୁ ଯାଇ ଫସିଲେ ବ୍ଯକ୍ତି, ଉଦ୍ଧାର କଲେ ଅଗ୍ନିଶମ

ଫୁଲବାଣୀ (କେନ୍ଯୁଜ୍) :ଗଛର ଡାଳ କାଟିବାକୁ ଯାଇ ଫସିଗଲେ । ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଏମିତି ଏକ ଘଟଣା ଘଟିଛି ଫୁଲବାଣୀରେ । ଫୁଲବାଣୀ ଫରେଷ୍ଟ କଲୋନୀରେ ଥିବା ଏକ ପୁରୁଣା ଗଛର ଶାଖାଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ କାଟିବା ପାଇଁ ତ୍ରିଲୋଚନ ନାମ ଜଣେ ବ୍ୟକ୍ତି ଗଛକୁ ଚଢ଼ିଥିଲେ। ଗଛକୁ କାଟି ଦଉଡି ସାହାଯ୍ୟରେ ତଳକୁ ଖସାଉଥିବାବେଳେ ହଠାତ ଦଉଡିରେ ଛନ୍ଦି ହୋଇଯାଇଥିଲେ  ତ୍ରିଲୋଚନ । ପରେ ଅଗ୍ନିଶମ କର୍ମଚାରୀ ପହଂଚି ତାଙ୍କୁ ତଳକୁ ଆଣିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.