ଫୁଲବାଣୀ ଏବଂ ତାଳଚେର ମେଡିକାଲ କଲେଜ ପାଇଁ ୨୦୦ MBBS ସିଟ୍ ମଞ୍ଜୁର କଲା NMC
ଭୁବନେଶ୍ୱର: ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର, ଜାତୀୟ ଚିକିତ୍ସା ଆୟୋଗ (NMC) ରାଜ୍ୟରେ ନୂତନ ଭାବରେ ପ୍ରତିଷ୍ଠିତ ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଟି MBBS ସିଟ୍ ମଞ୍ଜୁର କରିଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଦ୍ୱାରା ସୂଚନା ଅନୁଯାୟୀ, NMC…