Browsing Tag

phulbani

ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଫୁଲବାଣୀରେ ଆୟୋଜିତ ହେଲା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’

ଫୁଲବାଣୀ (କେ ନ୍ୟୁଜ୍‌) : କନ୍ଧମାଳବାସୀଙ୍କ ସ୍ନେହ, ଶ୍ରଦ୍ଧା ଏବଂ ବିପୁଳ ଜନସମାଗମ ଭିତରେ ଫୁଲବାଣୀ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଛି ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ'। ସାମିଲ ହୋଇଥିଲେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । କାଦମ୍ବିନୀର…

କରୋନା ସନ୍ଦେହରେ କଟକ ଏସସିବିରେ ଚିକିତ୍ସିତ ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌

କେନ୍ଯୁଜ୍: କରୋନା ସନ୍ଦେହରେ କଟକ ଏସସିବିରେ ଚିକିତ୍ସିତ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌ । ପୁଣେ NIVକୁ ତାଙ୍କ ନମୁନା ପଠାଯାଇଥିଲା । ସେ ଚୀନ୍‌ ଉହାନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କୁ ଭାଇରସ୍‌ ସଂକ୍ରମଣ ସନ୍ଦେହରେ ଏସସିବିରେ ଭର୍ତ୍ତି କରାଯାଇଥିଲା ।…

ଫୁଲବାଣୀ ସର୍କିଟ ହାଉସରେ କନ୍ଧମାଳ ବିଧାୟକ, ସମିତି ସଭ୍ୟ ଓ ଚେୟାରମ୍ୟାନଙ୍କ ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ…

ଫୁଲବାଣୀ(କେନ୍ୟୁଜ୍):  ଫୁଲବାଣୀ ସର୍କିଟ ହାଉସରେ କନ୍ଧମାଳ ଜିଲ୍ଲାର ୩ ବିଧାୟକ, ୧୨ଟି ବ୍ଲକର ସମିତି ସଭ୍ୟ, ବ୍ଳକ ଚେୟାରମ୍ୟାନ ଓ ଛାମୁଆ ନେତାଙ୍କ ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବୈଠକ । ଏଥିରେ ପ୍ରତି ବ୍ଳକର ଦଳୀୟ ନେତା ସାଂସଦଙ୍କୁ ସୁବିଧା ଅସୁବିଧା ସଂପର୍କରେ ଅବଗତ କରାଇଛନ୍ତି ।…

ଜନ୍ମଦିନରେ ନବୀନ ଦେଲେ ଫୁଲବାଣୀ ବାସୀଙ୍କୁ ବଡ ଉପହାର, ପ୍ରତିଷ୍ଠା ହେବ ମେଡିକାଲ କଲେଜ ଓ ହସ୍ପିଟାଲ

୭୪ ତମ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫୁଲବାଣୀରେ ହେବ ମେଡିକାଲ କଲେଜ ଓ ହସ୍ପିଟାଲ। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ହସ୍ପିଟାଲରେ ବେଡ୍‌ ସଂଖ୍ୟା ୫ଶହକୁ ବୃଦ୍ଧି ପାଇବ। ହସ୍ପିଟାଲରେ କମ୍ପୋଜିଟ୍‌ କ୍ୟାମ୍ପସ୍‌ ପାଇଁ ଯୋଜନା ରହିଛି। ମୋ…

ଫୁଲବାଣୀ ମେଡିକାଲ ଅଚାନକ ଗସ୍ତ କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, କର୍ମଚାରୀ ହେଲେ ତାଜୁବ୍ 

ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଅଚାନକ ପରିଦର୍ଶନ। ଡାକ୍ତରଖାନାର ପରିଷ୍କାର ପରିଚ୍ଛନ୍ନତା ଦେଖି ଏହାର ପ୍ରଶଂସା କରିଛନ୍ତି। ଏହାସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡ. ସାମନ୍ତ। ଡାକ୍ତରଖାନାରେ…

ଫୁଲବାଣୀରେ ପ୍ରେସକ୍ଲବର ତରଫରୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା, ପ୍ରତି ୬ମାସରେ ଥରେ ସାମ୍ବାଦିକଙ୍କୁ…

ଫୁଲବାଣୀରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା। କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବ ଠାରେ ସାଂସଦ ଡ. ସାମନ୍ତ ଓ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଂସଦ ଡ. ଅଚ୍ୟୁତ ସାମନ୍ତ ସମସ୍ତ ପ୍ରେସକ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ…

ଗଛର ଡାଳ କାଟିବାକୁ ଯାଇ ଫସିଲେ ବ୍ଯକ୍ତି, ଉଦ୍ଧାର କଲେ ଅଗ୍ନିଶମ

ଫୁଲବାଣୀ (କେନ୍ଯୁଜ୍) :ଗଛର ଡାଳ କାଟିବାକୁ ଯାଇ ଫସିଗଲେ । ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଏମିତି ଏକ ଘଟଣା ଘଟିଛି ଫୁଲବାଣୀରେ । ଫୁଲବାଣୀ ଫରେଷ୍ଟ କଲୋନୀରେ ଥିବା ଏକ ପୁରୁଣା ଗଛର ଶାଖାଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ କାଟିବା ପାଇଁ ତ୍ରିଲୋଚନ ନାମ ଜଣେ ବ୍ୟକ୍ତି ଗଛକୁ…