ଧାମରା-ବାସୁଦେବପୁର ରାଜ୍ୟ ରାଜପଥର କରଞ୍ଜମାଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ହାଇଓ୍ୱା ଓ ବାଇକ୍ ମିୁହାଁମୁହିଁ ଧକ୍କା, ଜଣେ ମୃତ

ଚାନ୍ଦବାଲି: ଧାମରା-ବାସୁଦେବପୁର ରାଜ୍ୟ ରାଜପଥର କରଞ୍ଜମାଳ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ ଏକ ବାଇକରେ ବଇଁଚା ଯିବା ସମୟରେ ଏକ ହାଇଓ୍ୱା ଏବଂ ଏକ ବାଇକ ଭିତରେ  ମିୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ତୋଟାପଡା ଅଂଚଳର ବାଇକ ଆରୋହୀ ରବିନ୍ଦ୍ର ମହାଳିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.