Below header

ପୁରୀ ଓ ଯାଜପୁରବାସୀଙ୍କ ପାଇଁ ଖୁସି ଖବର, ଦୁଇ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଞ୍ଜୁର ହେଲା ଅର୍ଥ

କେନ୍ୟୁଜ୍(ବ୍ୟୁରୋ):  ପୁରୀ ଓ ଯାଜପୁରବାସୀଙ୍କ ପାଇଁ ଖୁସିଖବର। ଏବେ ଉନ୍ନତ ସ୍ବାସ୍ଥ୍ୟସେବା ହାତାପାଅନ୍ତାରେ ମିଳିବ । କାରଣ  ପୁରୀ ଓ ଯାଜପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଆଜି ବସିଥିବା  ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହାକୁ  ଅନୁମୋଦନ ମିଳିଛି । ପୁରୀରେ ହେବ ୬୫୦ ଶଯ୍ୟାର ମେଡିକାଲ କଲେଜ ।

cabinet

ମେଡିକାଲ କଲେଜ ପାଇଁ ଖର୍ଚ୍ଚ ହେବ ୨୨୪.୫୫ କୋଟି ଟଙ୍କା । ଯାଜପୁରରେ ୧୦୦ ସିଟ୍‌ କଲେଜ, ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ । ମେଡିକାଲ କଲେଜ ପାଇଁ ଖର୍ଚ୍ଚ ହେବ ୪୨୬.୫୧ କୋଟି । ୩୬ ମାସରେ ମଧ୍ୟରେ  କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.