Browsing Tag

medical collage

ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ବଡ ଅଘଟଣ ଘଟିଛି । ମାତୃ ଓ ଶିଶୁ ବିଭାଗ SNCUରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଥିବା ସନ୍ଦେହ କରାଯାଉଛି ।  ଏଥିରେ ଅନେକ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗ ଓ ହସ୍ପିଟାଲ…

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମବର୍ଷ ଏମବିବିଏସ ଛାତ୍ରଙ୍କୁ ରାଗିଂ ଘଟଣା: ଆଣ୍ଟି ରାଗିଂ କମିଟି ପକ୍ଷରୁ…

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମବର୍ଷ ଏମବିବିଏସ ଛାତ୍ରଙ୍କୁ ରାଗିଂ ଘଟଣାରେ ତଦନ୍ତ କରାଯାଉଛି । ପୀଡ଼ିତ ଛାତ୍ରଙ୍କ ଅଭିଯୋଗ ପରେ କଲେଜର ଆଣ୍ଟି ରାଗିଂ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଦୁଇତିନି ଦିନ ମଧ୍ୟରେ ତଦନ୍ତ କମିଟି ରିପୋର୍ଟ ଦେବ । ତଦନ୍ତ…

୨ ମେଡିକାଲ କଲେଜର ନାମକରଣ କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ନବନିର୍ମିତ ୨ ମେଡିକାଲ କଲେଜର ନାମକରଣ କଲେ ରାଜ୍ୟ ସରକାର। ସୁନ୍ଦରଗଡ଼ ମେଡିକାଲ କଲେଜକୁ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲ, ସୁନ୍ଦରଗଡ଼ ନାମରେ ନାମିତ କରାଯାଇଛି। ସେହିପରି କେନ୍ଦୁଝର ମେଡିକାଲ କଲେଜକୁ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ନାଁରେ ନାମିତ ହୋଇଛି।…

ପୁରୀ ଓ ଯାଜପୁରବାସୀଙ୍କ ପାଇଁ ଖୁସି ଖବର, ଦୁଇ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଞ୍ଜୁର ହେଲା…

କେନ୍ୟୁଜ୍(ବ୍ୟୁରୋ):  ପୁରୀ ଓ ଯାଜପୁରବାସୀଙ୍କ ପାଇଁ ଖୁସିଖବର। ଏବେ ଉନ୍ନତ ସ୍ବାସ୍ଥ୍ୟସେବା ହାତାପାଅନ୍ତାରେ ମିଳିବ । କାରଣ  ପୁରୀ ଓ ଯାଜପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଆଜି ବସିଥିବା  ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହାକୁ  ଅନୁମୋଦନ ମିଳିଛି । ପୁରୀରେ ହେବ ୬୫୦…

ଆଜି ଠାରୁ ଖୋଲିବ ରାଜ୍ୟର ଆୟୁର୍ବେଦିକ ଏବଂ ହୋମିଓପାଥିକ ମେଡିକାଲ କଲେଜ,ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ସୋମବାର ଠାରୁ ସମସ୍ତ ଆୟୁର୍ବେଦିକ ଏବଂ ହୋମିଓପାଥିକ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଡାକ୍ତରୀ ପରୀକ୍ଷା ଏବଂ ଫଳାଫଳ ପ୍ରକାଶନ ଠିକ୍ ସମୟରେ କରିବାକୁ କଲେଜଗୁଡ଼ିକୁ କୁହାଯାଇଛି। ମାର୍ଚ୍ଚ ମଧ୍ୟଭାଗରେ  ବ୍ୟାପକ  କରୋନା ସଂକ୍ରମଣକୁ…

୧ରୁ ଖୋଲିବ ରାଜ୍ୟର ସବୁ ମେଡିକାଲ କଲେଜ,ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ଯୋଗୁଁ ବନ୍ଦ ଥିବା ରାଜ୍ୟର ସବୁ ମେଡିକାଲ କଲେଜ ଡିସେମ୍ବର ୧ରୁ ଖୋଲିବ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସାମାଜିକ ଦୂରତ୍ୱ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ, SOP ପାଳନ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ…

ପୁରୀ: ନିର୍ମାଣାଧୀନ ମେଡିକାଲ କଲେଜ କାର୍ଯ୍ୟ ଖୁବ ଶୀଘ୍ର ସରିବ ଓ ୨୦୨୧ ସୁଦ୍ଧା ଏଠାରେ ପାଠପଢ଼ା ଓ ଚିକିତ୍ସା ସେବା…

ପୁରୀ(କେନ୍ୟୁଜ୍): ନିର୍ମାଣାଧୀନ ମେଡିକାଲ କଲେଜ କାର୍ଯ୍ୟ ଖୁବ ଶୀଘ୍ର ସରିବ । ଆସନ୍ତା ୨୦୨୧ ସୁଦ୍ଧା ଏଠାରେ ପାଠପଢ଼ା ଓ ଚିକିତ୍ସା ସେବା ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପୁରୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ…

ଜନ୍ମଦିନରେ ନବୀନ ଦେଲେ ଫୁଲବାଣୀ ବାସୀଙ୍କୁ ବଡ ଉପହାର, ପ୍ରତିଷ୍ଠା ହେବ ମେଡିକାଲ କଲେଜ ଓ ହସ୍ପିଟାଲ

୭୪ ତମ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫୁଲବାଣୀରେ ହେବ ମେଡିକାଲ କଲେଜ ଓ ହସ୍ପିଟାଲ। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ହସ୍ପିଟାଲରେ ବେଡ୍‌ ସଂଖ୍ୟା ୫ଶହକୁ ବୃଦ୍ଧି ପାଇବ। ହସ୍ପିଟାଲରେ କମ୍ପୋଜିଟ୍‌ କ୍ୟାମ୍ପସ୍‌ ପାଇଁ ଯୋଜନା ରହିଛି। ମୋ…

ଦେଶରେ ଖୋଲିବ ୭୫ଟି ନୂଆ ମେଡିକାଲ କଲେଜ, ମିଳିଲା କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଦେଶରେ ଖୋଲିବ ୭୫ଟି ନୂଆ ମେଡିକାଲ କଲେଜ। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ୨୦୨୧-୨୨ ବର୍ଷ ସୁଦ୍ଧା ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଏନେଇ ୨୪ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ଦେଶରେ ୧୫ହଜାର ୭ଶହ ଅଧିକ ଏମବିବିଏସ ସିଟ ସୃଷ୍ଟି ହେବ। ଯେଉଁ ଅଞ୍ଚଳରେ…