ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଯିବା ଲକ୍ଷ୍ଯ ରହିଗଲା ଅଧାରେ, ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ

ବାଲେଶ୍ଵର(କେନ୍ଯୁଜ୍): ବାଲେଶ୍ଵର ଜିଲ୍ଲା ସୋର ବରଫ ଛକ ଠାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସୂଚନା ଯୋଗ୍ଯ ଗତ ୫ ଦିନ ତଳେ ହାଇଦ୍ରାବାଦରୁ ପାଦରେ ଚାଲିଚାଲି ପଶ୍ଚିମବଙ୍ଗ ଫେରୁଥିଲେ ପ୍ରବାସୀ ଶ୍ରମିକ। ସୂଚନା ମୁତାବକ ପ୍ରବାସୀ ଶ୍ରମିକ ହାଇଦ୍ରାବାଦ ରୁ ପଶ୍ଚିମବଙ୍ଗ ପାଦରେ ଚାଲି ଯାଉଥିବାବେଳେ ୧୬ ନଂ ଜାତୀୟ ରାଜପଥ ବରଫ ଛକ ନିକଟ ଏକ ଦୋକାନ ବାରଣ୍ଡାରେ ବିଶ୍ରାମ ନେଉଥିବା ସମୟରେ ମୁତ୍ଯ ଘଟିଥିବା ନେଇ ସନ୍ଦେହ କରାଯାଉଛି । ମୁତ୍ଯୁବରଣ କରିଥିବା ପ୍ରବାସୀର ବୟସ ୬୦ବର୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.