Below header

ସୁନ୍ଦରଗଡ଼: ସାମାନ୍ୟ କୁକୁଡା ପାଇଁ ନାବାଳିକାକୁ ହତ୍ୟା

ସୁନ୍ଦରଗଡ଼(କେନ୍ୟୁଜ୍): କୁକୁଡା ପାଇଁ ନାବାଳିକାକୁ ହତ୍ୟା । ଅଭିଯୁକ୍ତ ସମୀର ଡୁଙ୍ଗଡୁଙ୍ଗ ଗିରଫ । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଗୋପୁର କୁମ୍ଭାରପଡା ଗାଁରେ । କୁକୁଡା ମୃତ୍ୟୁକୁ ନେଇ ଦୁଇଟି ପରିବାର ମଧ୍ୟରେ ଝଗଡା ହୋଇଥିଲା । ତେବେ ଅଭିଯୁକ୍ତ ସମୀର ଡୁଙ୍ଗଡୁଙ୍ଗ ରାଗିଯାଇ କାଠ ଫାଳିଆରେ ନାବାଳିକାକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ନାବାଲିକାର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.