ରାଉରକେଲା: ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଦିନ ଦ୍ୱିପ୍ରହରରେ ଲୁଟ୍‌ । ଘରୋଇ କମ୍ପାନୀ କର୍ମଚାରୀଙ୍କ ଠାରୁ ସାଢେ ୬ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି ଦୁଇ ଦୁର୍ବୃତ୍ତ । ରଘୁନାଥପଲ୍ଲୀ ଥାନା ସିଭିଲ ଟାଉନ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସାମଲ ବ୍ରଦର୍ସରେ କାମ କରୁଥିବା ଜଣେ କର୍ମଚାରୀ ଲେବର ପେମେଣ୍ଟ ପାଇଁ ଆଇସିଆଇସିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଶନି ମନ୍ଦିର ନିକଟରେ ଟଙ୍କା ବ୍ୟାଗକୁ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ଛକରେ ଚେକିଂ କରାଯାଉଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.