ଅଶୋକଝର ଠାରେ ମହିଳା ପର୍ଯ୍ୟଟକଙ୍କୁ ମାଡ଼, ମୋବାଇଲ ଲୁଟିନେଲେ

ସୁକିନ୍ଦା ଥାନା ପର୍ଯ୍ୟଟନକ୍ଷେତ୍ର ଅଶୋକଝର ଠାରେ ମହିଳା ପର୍ଯ୍ୟଟକଙ୍କୁ ମାଡ଼ ମାରି ମୋବାଇଲ ଲୁଟ୍ ଅଭିଯୋଗ ।

ସୁକିନ୍ଦା ଥାନା ପର୍ଯ୍ୟଟନକ୍ଷେତ୍ର ଅଶୋକଝର ଠାରେ ମହିଳା ପର୍ଯ୍ୟଟକଙ୍କୁ ମାଡ଼ ମାରି ମୋବାଇଲ ଲୁଟ୍ ଅଭିଯୋଗ । କଲିକତା ବାସିନ୍ଦା ରାକେଶ ନସ୍କରଙ୍କ ପତ୍ନୀ ସୁଷ୍ମିତା ନସ୍କରଙ୍କୁ ମାଡ ମାରି ଲୁଟ୍ ପରେ ଫେରାରେ ହୋଇଯାଇଛି ଲୁଟେରା । ଏନେଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.