BMC ପକ୍ଷରୁ ମୋବାଇଲ୍‌ ଭ୍ୟାନ୍‌ ବ୍ୟବସ୍ଥା, ଘରେ ଘରେ ପହଁଚିବ ଗ୍ରୋସରୀ ଓ ପରିବା

ସାମାଜିକ ଦୂରତା ବଜାୟ ରଖିବା ପାଇଁ BMC ପକ୍ଷରୁ ମୋବାଇଲ୍‌ ଭ୍ୟାନ୍‌ ବ୍ୟବସ୍ଥା କରାଯାଇଛି । ଏହା ଲୋକଙ୍କ ଘରେ ଘରେ ଗ୍ରୋସରୀ ଓ ପରିବା ପହଞ୍ଚାଇବାରେ ସାହାଯ୍ୟ କରିବ। ବର୍ତ୍ତମାନ ୧୨୦ଟି ଭ୍ୟାନ୍‌ର ବ୍ୟବସ୍ଥା କରାଯାଇଛି। ଆଗକୁ ଏହାର ସଂଖ୍ୟା ୨୦୦କୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି। ନିଜ ନିଜ ଏରିଆ ଅନୁଯାୟୀ ଟେଲିଫୋନ୍‌ ନମ୍ବର ଖୋଜି ଅର୍ଡର କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

sudhansuନଚେତ୍‌ ବିଏମ୍‌ସିର ହେଲ୍‌ପ ଲାଇନ୍‌ ନମ୍ବର ୧୯୨୯କୁ କଲ୍‌ କରିବାକୁ କୁହାଯାଇଛି। ଡେଲି ମାର୍କେଟ ପାଇଁ ୬୮ଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି। ଅନ୍ୟ କୌଣସି ସ୍ଥାନରେ ବସିପାରିବେନି ବ୍ୟବସାୟୀ। ଏସବୁ ସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅପିଲ କରିଛି କମିଶନରେଟ୍‌ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.