ନୂଆବଜାର ଛକରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ମା’ ମୃତ, ବାପାଝିଅ ଗୁରୁତର
ଚାପିଦେଲା ଟ୍ରକ । ମାଆ ମୃତ, ବାପା ଓ ଝିଅ ଗୁରୁତର । କଟକ ନୂଆବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତର ବାପା-ଝିଅଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି।
କଟକ (କେନ୍ୟୁଜ): ଚାପିଦେଲା ଟ୍ରକ । ମାଆ ମୃତ, ବାପା ଓ ଝିଅ ଗୁରୁତର । କଟକ ନୂଆବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୁରୁତର ବାପା-ଝିଅଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ସ୍କୁଟିରେ ଯାଉଥିବାବେଳେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଚାଉଳିଆଗଞ୍ଜ ଥାନା ପୋଲିସ ।