ରାଉରକେଲା : ମୁମ୍ବାଇ-ହାଓ୍ୱଡ଼ା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ଯାଇ ଟ୍ରେନ୍‌ରୁ ଡେଇଁଲେ ବହୁ ଯାତ୍ରୀ

ରାଉରକେଲା : ମୁମ୍ବାଇ-ହାଓ୍ୱଡ଼ା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଜୀବନ ବଞ୍ଚାଇବାକୁ ଯାଇ ଟ୍ରେନ୍‌ରୁ ବହୁ ଯାତ୍ରୀ ଡେଇଁପଡିଥିବା ଜଣାପଡିଛି। ଝାଡ଼ଖଣ୍ଡର ଲୋଟାପାହାଡ଼-ଚକ୍ରଧରପୁର ଷ୍ଚେସନ୍ ମଝିରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଯାନ୍ତ୍ରିକ ତ୍ରୁଟିରୁ ଗୋଟିଏ ବଗିରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.