ଦୀପାବଳି ପରେ ଗଠନ ହେବ PCC କମିଟି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର(କେନ୍ଯୁଜ୍) : ଦୀପାବଳି ପରେ ଗଠନ ହେବ PCC କମିଟି। ଏନେଇ ସୂଚନା ଦେଇଛନ୍ତି  PCC ସଭାପତି ନିରଞ୍ଜନ ପଟ୍ଟନାୟକ। ଏଥର ଛୋଟ କମିଟି ଗଠନ କରାଯିବ। ୩୩ଟି ସାଙ୍ଗଠନିକ ଜିଲ୍ଲାକୁ ପର୍ଯ୍ୟବେକ୍ଷକ ପଠାଯାଇଛି। ସେମାନେ ରିପୋର୍ଟ ଦେବା ପରେ AICCକୁ ପଠାଯିବ। ଏହାପରେ ଜିଲ୍ଲା ବ୍ଲକ୍‌ ସଭାପତି ନିଯୁକ୍ତି ହେବେ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.