ଓଡ଼ିଶା ହାଇକୋର୍ଟ ଜଜ୍‌ଙ୍କ ବଦଳି ପ୍ରସଙ୍ଗ, କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

କଟକ(କେନ୍ଯୁଜ୍): ଓଡ଼ିଶା ହାଇକୋର୍ଟ ଜଜ୍‌ଙ୍କ ବଦଳି ପ୍ରସଙ୍ଗ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍‌ ଶତ୍ରୁଘ୍ନ ପୂଜାହାରୀ ଓଡ଼ିଶା ହାଇକୋର୍ଟକୁ ବଦଳିବେ । ଜଷ୍ଟିସ୍‌ ପୂଜାହାରୀ ଏବେ ମାଡ୍ରାସ୍‌ ହାଇକୋର୍ଟରେ କାର୍ଯ୍ଯରତ ଅଛନ୍ତି ।

noticeସେହିପରି ଜଷ୍ଟିସ୍‌ ଏସ୍‌.ଏନ.ପ୍ରସାଦଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍‌ ଏସ୍‌.ଏନ.ପ୍ରସାଦ ଏବେ ଓଡ଼ିଶା ହାଇକୋର୍ଟରେ କାର‌୍ୟ୍ୟରତ ଅଛନ୍ତି । ସେ ଝାଡଖଣ୍ଡ ହାଇକୋର୍ଟକୁ ବଦଳି ହେବେ ।