ଡିପ୍ ଫେକ୍ ଭିଡିଓ ପାଇଁ ପୋଲିସ ସଜାଗ, ବଛା ବଛା ଅଫିସରଙ୍କୁ ଦିଆଯାଉଛି ତାଲିମ୍

ଆଗକୁ ସାଧାରଣ ନିର୍ବାଚନ। ସୋସିଆଲ ମିଡିଆରେ ବୁଲିପାରେ ନେତାଙ୍କ ଡିପ୍ ଫେକ ଭିଡିଓ । ଏବେଠୁ ସଜାଗ ରହିବା ପାଇଁ ପୋଲିସକୁ ଦିଆଯାଉଛି ତାଲିମ୍ । କମିଶନରେଟ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ଟ୍ରେନିଂ ଦିଆଯାଇଛି ।

ଆଗକୁ ସାଧାରଣ ନିର୍ବାଚନ। ସୋସିଆଲ ମିଡିଆରେ ବୁଲିପାରେ ନେତାଙ୍କ ଡିପ୍ ଫେକ ଭିଡିଓ । ଏବେଠୁ ସଜାଗ ରହିବା ପାଇଁ ପୋଲିସକୁ ଦିଆଯାଉଛି ତାଲିମ୍ । କମିଶନରେଟ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ଟ୍ରେନିଂ ଦିଆଯାଇଛି । ତାଲିମପ୍ରାପ୍ତ ଅଫିସରମାନେ ଡିପ୍ ଫେକ୍ ଫଟୋ ଓ ଭିଡିଓ ଚେକ୍ କରିବେ । ତାଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ । ଏହି ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.