ନଜର ପକାନ୍ତୁ ରାଜ୍ୟର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

-ଲଗାତର ଦୁଇ ଦିନ ଧରି ରାଜ୍ୟର ସବୁ ନମୂନା ଟେଷ୍ଟ ନେଗେଟିଭ୍‌, ସଂକ୍ରମିତଙ୍କ ସଂଖ୍ୟା ୬୦ରେ ସୀମିତ

-ଆଜି ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ, ତାଙ୍କ ମନ୍ତ୍ରକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

-ଭୁବନେଶ୍ୱର ମାଛ ବଜାରକୁ ଗାଡିଧରି ଆସିଥିବା ବେଳେ ଧରିଲା ପୋଲିସ, ନିୟମ ଉଲ୍ଲଂଘନ ଯୋଗୁଁ ୮ ଜଣଙ୍କ ଗାଡି ଉଠାଇ ନେଲା

ସାରା ରାଜ୍ୟରେ ଆସନ୍ତା ୨୦ ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା

-ଆଗକୁ ଆସୁଛି ରମଜାନ ମାସ, ମସଜିଦରେ ସମୂହ ନମାଜ ପାଠ ନକରିବାକୁ ବିଜେଡି ସାଂସଦ ମୁନା ଖାଁ ଙ୍କ ନିବେଦନ

-ଆଜିଠୁ ଭଦ୍ରକରେ ସର୍ବସାଧାରଣ ଜାଗାରେ ଛେପ ପକାଇଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା

– ନୟାଗଡ ରାଇପଡାରେ କାଜୁ ଜଙ୍ଗଲକୁ ନେଇ ଗୋଷ୍ଠୀ ସଂଘର୍ଷରେ ଦୁଇ ମୃତ, ଘଟଣାରେ ସମ୍ପୃକ୍ତ ୨ ଭାଇଙ୍କୁ ଗିରଫ

– ବାଲେଶ୍ୱରରେ ଅଭାବନୀୟ ଘଟଣା, କରୋନା ଆଶଙ୍କାରେ ମୃତଦେହକୁ ଗାଁ ଶ୍ମଶାନକୁ ପୂରାଇ ଦେଲେନି ଗ୍ରାମବାସୀ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.