ବୃଦ୍ଧଙ୍କୁ ବିଭତ୍ସ ହତ୍ୟା! ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

ଉଦଳା(କେନ୍ୟୁଜ୍): ବୃଦ୍ଧଙ୍କୁ ବିଭତ୍ସ ହତ୍ୟା! ବୃଦ୍ଧଙ୍କ ମୁଣ୍ଡ ରୁ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୁଣ୍ଟା ଥାନା ସାରଜମଡ଼ିହି ଗ୍ରାମରେ। ମୃତକ ହେଉଛନ୍ତି ଉକ୍ତ ଗ୍ରାମର ଠୁଙ୍ଗୁରୁ ସିଂ। ତେବେ ଘରେ କେହି ନ ଥିବାର ସୁଯୋଗ ନେଇ ବୃଦ୍ଧଙ୍କୁ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ଯପଟେ ଗୁଣି ଗାରେଡିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.