ମୟୂରଭଂଜ : ଗାଁ ନାଳରେ ଭାସି ଯାଇ ଜଣଙ୍କ ମୃତ୍ୟୁ

ମୟୂରଭଂଜ(କେନ୍ଯୁଜ୍) : ମୟୂରଭଂଜ ବାଙ୍ଗିରୀପୋଷି ବ୍ଳକର କୁମ୍ଭାରକଟା ଗାଁରେ ନାଳରେ ଭାସି ଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ନାଁ ଚୁନୁ ସିଂ । ସେ ଚାଷ ଜମିକୁ ଯିବାବେଳେ ଏକ ନାଳରେ ଗୋଡ଼ ଖସି ଯାଇଥିଲା । ଲଗାଣ ବର୍ଷା ଯୋଗୁଁ ଅଧିକ ପାଣି ଥିବାରୁ ସେ ଭାସି ଯାଇଥିଲେ । ତାଙ୍କ ମୃତଦେହ ଉଦ୍ଦାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.