ମତ୍ସ୍ୟଜୀବୀଙ୍କ ପିଛା ଛାଡୁନି ବଜ୍ରଘାତ: ପୁଣି ଜଣେ ମୃତ, ୪ଗୁରୁତର

ଚିଲିକାରେ ମତ୍ସ୍ୟଜୀବୀଙ୍କ ପିଛା ଛାଡୁନି ବଜ୍ରଘାତ । ୨୪ଘଣ୍ଟା ନବିତୁଣୁ ଗଲା ଆଉ ଜଣକର ଜୀବନ ଓ ୪ଗୁରୁତର । ଘଟଣା ଘଟିଛି ଟାଙ୍ଗୀ ଥାନା ବାଲି ପାଟପୁର ବଡ ବାହାଣିଆ ସାହିରେ ।

ଟାଙ୍ଗି (କେନ୍ୟୁଜ): ଚିଲିକାରେ ମତ୍ସ୍ୟଜୀବୀଙ୍କ ପିଛା ଛାଡୁନି ବଜ୍ରଘାତ । ୨୪ଘଣ୍ଟା ନବିତୁଣୁ ଗଲା ଆଉ ଜଣକର ଜୀବନ ଓ ୪ଗୁରୁତର । ଘଟଣା ଘଟିଛି ଟାଙ୍ଗୀ ଥାନା ବାଲି ପାଟପୁର ବଡ ବାହାଣିଆ ସାହିରେ । ଆଜି ଭୋରରୁ ମାଛ ମାରିବା ପାଇଁ ଡଙ୍ଗାରେ ଯାଇଥିଲେ ଚିଲିକା । ବାଲିପାଟପୁର ନଇ ନିକଟରେ ମାଛ ଧରୁଥିବା ବେଳେ ଘଟିଛି ଅଘଟଣ। ମୃତକ ମତ୍ସ୍ୟଜୀବୀ ହେଲେ ମାଗା ବେହେରା (୫୨ ବର୍ଷ) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.