ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ସୁରକ୍ଷିତ ରକ୍ତ ଯୋଗାଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ସୁରକ୍ଷିତ ରକ୍ତ ଯୋଗାଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୨୦୨୫ ମାର୍ଚ୍ଚ ସୁଦ୍ଧା ଏ ନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ସୁରକ୍ଷିତ ରକ୍ତ ଯୋଗାଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୨୦୨୫ ମାର୍ଚ୍ଚ ସୁଦ୍ଧା ଏ ନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

୧୧ଟି ରକ୍ତ ଭଣ୍ଡାରରେ ସୁରକ୍ଷିତ ରକ୍ତ ଯୋଗାଣ ହୋଇପାରୁଛି। ଅବଶିଷ୍ଟ ୪୫ ଟି ଭଣ୍ଡାରରେ ଉପଲବ୍ଧ ହେବ ନ୍ୟୁକ୍ଲିିକ ଏସିଡ ଆମ୍ପ୍ଲିଫିକେସନ-ନାଟ ପରୀକ୍ଷା । ସମସ୍ତ ରକ୍ତ ଭଣ୍ଡାରରେ ନାଟ ପରୀକ୍ଷା ବ୍ୟବସ୍ଥା ପାଇଁ ଆଇନଜୀବୀ ପ୍ରବୀର ଦାସଙ୍କ ପକ୍ଷରୁ ଆବେଦନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.