ଆଳୁ ବସ୍ତାକୁ ୩୦୦ ଟଙ୍କାରେ ବୋହିନେଲେ ଲୋକେ, ପହଞ୍ଚୁ ପହଞ୍ଚୁ ଟ୍ରକ ଖାଲି

ଶସ୍ତା ହେଲା ଆଳୁ, ବୋହିନେଲେ ଲୋକେ। ଟ୍ରକ ପହଞ୍ଚୁ ପହଞ୍ଚୁ କାଲି କରିଦେଲେ। ବାଲେଶ୍ବର ରେମୁଣା ହାତିଆଗଣ୍ଡା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବସ୍ତା ଆଳୁ ୩୦୦ ଟଙ୍କାରେ ପାଇ ଲୋକମାନେ ବୋହି ନେଇଥିଲେ।

ଶସ୍ତା ହେଲା ଆଳୁ, ବୋହିନେଲେ ଲୋକେ । ଟ୍ରକ ପହଞ୍ଚୁ ପହଞ୍ଚୁ କାଲି କରିଦେଲେ । ବାଲେଶ୍ବର ରେମୁଣା ହାତିଆଗଣ୍ଡା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବସ୍ତା ଆଳୁ ୩୦୦ ଟଙ୍କାରେ ପାଇ ଲୋକମାନେ ବୋହି ନେଇଥିଲେ । ସକାଳୁ ସକାଳୁ ଦୁଇ ଟ୍ରକ ଆଳୁ ବିକ୍ରି ହୋଇଛି ।

ଗୋଟେ ବସ୍ତା ଦୁଇ ବସ୍ତା ଯିଏ ଯେତିକି ପାରିଲା ନେଇଗଲା । କିଏ ଗାଡ଼ି ଆଗରେ ରଖି ତ ଆଉ କିଏ ପଛରେ ବସ୍ତା ବାନ୍ଧି ନେଇଗଲେ ଆଳୁ । ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳରେ ଅଧିକ ଉତ୍ପାଦନ ଯୋଗୁ ଶସ୍ତା ରହିଛି ଦର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.