ପୁଣି ଆଳୁ ଟେନସନ୍, କିଲୋ ପିଛା ୧୦ ଟଙ୍କା ବଢିଲା ଦର
ଭୁବନେଶ୍ୱର : ପୁଣି ଆଳୁ ଟେନସନ୍। କିଲୋ ପିଛା ୧୦ ଟଙ୍କା ବଢିଲା ରେଟ୍। ଗୋଟିଏ ପ୍ୟାକେଟ୍ ପିଛା ୪ଶହ ଟଙ୍କା ଦର ବଢିଛି। ୪ ଦିନ ପୂର୍ବରୁ ଯେଉଁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିଲା ବର୍ତ୍ତମାନ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ…