Browsing Tag

Potato

ଅଧିକ ଆଳୁ ଖାଉଥିଲେ ସାବଧାନ, ଶରୀରରେ ହୋଇପାରେ ଏହି ସମସ୍ୟା

ସାଧାରଣ ଭାବେ ସବୁଜ ପନିପରିବା ଖାଇବାକୁ କିଛି ଜଣ ପସନ୍ଦ କରନ୍ତି ନାହିଁ। ବିଶେଷ କରି କମ ବୟସ ପିଲା । ଏମିତିରେ କେବଳ ପରିବାରେ ଆଳୁକୁ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ କୁହାଯାଏ ଯେ ଗୋଟିଏ ଜିନିଷକୁ ବାରମ୍ବାର ଖାଇବା ଦ୍ୱାରା ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିପାରେ। ଆପଣ ଜାଣି…

ଏହି ରୋଗୀମାନେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଆଳୁ; ଆହୁରି ବଢ଼ିଯାଇ ପାରେ ସମସ୍ୟା

ଆଳୁରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ। ଏଥିରେ ଭିଟାମିନ୍‌ ଏ, ପୋଟାସିୟମ୍‌, ଭିଟାମିନ୍‌ ସି, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, ଜିଙ୍କ ଏବଂ ଆଇରନ ପ୍ରଚୁର ମାତ୍ରାରେ ମିଳିଥାଏ। ଏଥି ସହିତ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ, ଗ୍ଲୁକୋଜ ଏବଂ ଆମିନୋ…

ଓଜନ କମାଇବାକୁ ଚାହୁଁଥିଲେ ନିୟମିତ ଖାଆନ୍ତୁ ମାତ୍ର ଗୋଟିଏ ସିଝା ଆଳୁ

ଭାରତୀୟ ବ୍ୟଞ୍ଜନରେ ଆଳୁକୁ ଅଧିକ ବ୍ୟବହାର କରାଯାଏ। ତରକାରୀ ହେଉ କି ଭଜା ସବୁଥିରେ ଆଳୁ ପଡ଼େ। ତେବେ ଅଧିକାଂଶ ଲୋକ ଭାବନ୍ତି ଯେ ଆଳୁ ଖାଇଲେ ଓଜନ ବଢ଼େ। ଏଣୁ ଲୋକେ ଖାଦ୍ୟରେ କମ୍ ଆଳୁ ପକାଇବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଆଳୁ ଖାଇବାର ଏକ ଏଭଳି ଉପାୟ କହିବୁ ଯାହା…

ପୁଣି ବଢ଼ିଲା ଆଳୁ ରେଟ୍‌, ତିନି କେଜିକୁ ୭୦ଟଙ୍କା

କଟକ (କେନ୍ଯୁଜ୍): ପୁଣି ବଢ଼ିଲା ଆଳୁ ରେଟ୍‌ । କଟକ ଛତ୍ର ବଜାରରେ ଆଜି ଆଳୁର ହୋଲସେଲ ଦର ୫୦ କେଜି ବା ପ୍ୟାକେଟ୍‌ ପିଛା ୮୬୦ଟଙ୍କା ରହିଛି। ଛତ୍ର ବଜାରର ଖୁଚୁରା ବ୍ୟବସାୟୀମାନେ ଆଳୁ ତିନି କେଜିକୁ ୭୦ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । କିଛି ଦିନ ତଳେ ଆଳୁ ୩କେଜିକୁ ୫୦ ଟଙ୍କା ଥିଲା।…

ଘରେ ଥିବା ଆଳୁ-ପିଆଜ ଗଜା ହୋଇଯାଉଛି କି! ଅଧିକ ଦିନ ଯାଏଁ ଭଲ ରଖିବାକୁ ଆପଣାନ୍ତୁ ଏହି ଉପାୟ

ଘରକୁ ଆସୁଥିବା ଆଳୁ ପିଆଜ କିଛି ଦିନ ରହିବା ପରେ ଗଜା ହେବାରେ ଲାଗିଥାଏ। ଯେତେ ଭଲରେ ରଖିଲେ ବି କିଛିଦିନ ପରେ ଏଥିରେ ଛୋଟ ଛୋଟ ଗଜା ହୋଇଯାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ କହିବୁ, ଯାହାକୁ ଆପଣାଇଲେ ଆପଣଙ୍କ ଘରେ ଥିବା ଆଳୁ ପିଆଜ ଆଉ ଗଜା ହେବ ନାହିଁ... ଆଳୁକୁ ସବୁବେଳେ…

ଆଳୁ ରେଟ ବଢିବା ପଛରେ କାରଣ କଣ ? କାହିଁକି ଆଳୁ ପାଇଁ ସର୍ବଦା ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ଓଡିଶା ?

ଆଳୁ ଏପରି ଏକ ପରିବା ଯାହା ବର୍ଷ ସାରା ଉପଲବ୍ଧ ହୋଇଥାଏ । ଏହାକୁ ଛାଡ଼ିଲେ ରୋଷେଇ ଘର ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆଜି ଆଳୁ ଯେପରି ଆକାଶ ଛୁଆଁ ହୋଇଛି ଏହା ସାଧାରଣ ପରିବାର ପାଇଁ ଚିନ୍ତାର କାରଣ ହୋଇଛି । ଆଳୁର ଏହି ଦର କ’ଣ ପାଇଁ ଏମିତି ସେ ସମ୍ପର୍କରେ ଚିନ୍ତା କରିବାର ସମୟ…

ବଢିବାରେ ଲାଗିଛି ଆଳୁ ଦର: ବଜାରରେ କେଜି ପିଛା ୩୫ ଟଙ୍କା, ଲଗାଣ ବର୍ଷା ଯୋଗୁ ଯୋଗାଣରେ ବାଧା

ଭୁବନେଶ୍ବର: ବଢି ଚାଲିଛି ଆଳୁ ଦର । ବଜାରରେ ଆଳୁ କେଜି ୩୫ ଟଙ୍କା । ଲଗାଣ ବର୍ଷା ଯୋଗୁ ବଜାରକୁ ଆଳୁ ଯୋଗାଣରେ ବାଧାପ୍ରାପ୍ତ ହୋଇଛି। ଫଳରେ କୁଇଣ୍ଟାଲ ପିଛା ୨୩ଶହରୁ ୨୬ ଶହ ଟଙ୍କାକୁ ବୃଦ୍ଧି ପାଇଛି। ଦୁଇ ଦିନରେ ଆଳୁ କୁଇଣ୍ଟାଲ ପିଛା ୩ଶହ ଟଙ୍କା ବୃଦ୍ଧି ପାଇଛି। ଦୀର୍ଘ ୨ ମାସ ହେବ ଆଳୁ…

କାଖର କଳାପଣ ଦୂରେଇବାକୁ ମାତ୍ର ୧୦ ମିନିଟ୍‌ କରନ୍ତୁ ଏହି କାମ, ୩ ଦିନରେ ଦେଖନ୍ତୁ ଫାଇଦା

କାଖ କଳା ପଡ଼ିଯାଇଥିଲେ ଛୋଟ ହାତ ଥିବା ଡ୍ରେସ ପିନ୍ଧିବାକୁ ଲାଜ ଲାଗେ। ଏଣୁ ଉଭୟ ପୁଅ ଓ ଝିଅ ସବୁବେଳେ କାଖକୁ ଗୋରା କରିବାକୁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ମାତ୍ର ସବୁ ଉପାୟ ସବୁବେଳେ କାମ କରିନଥାଏ। ଫଳରେ କାଖର କଳାଦାଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିନଥାଏ। ବଜାରରେ ମିଳୁଥିବା ବିୟୁଟି…

ଆଳୁ ଖାଇବା ଦ୍ୱାରା କମେ ଓଜନ, ମାତ୍ର ଖାଇବାର ଉପାୟ ଜାଣିଲେ ହେଲା

ଅଧିକାଂଶ ଲୋକ ଭାବନ୍ତି ଯେ ଆଳୁ ଖାଇବା ଦ୍ୱାରା ଓଜନ ବଢ଼ିଥାଏ। ଏଣୁ ଭୋଜନ ଥାଳିରୁ ସେମାନେ ଆଳୁକୁ ବାଦ୍‌ ଦେଇଥାନ୍ତି। କିନ୍ତୁ ସତରେ କ’ଣ ଆଳୁ ଖାଇବା ଦ୍ୱାରା ଓଜନ ବଢ଼େ! ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଆଳୁ ଖାଇବା ଦ୍ୱାରା ଓଜନ ବଢ଼େନି ବରଂ କମେ। ପତଳା କରିବାରେ ଆଳୁ…

ପିଆଜ ପରେ ଏବେ ଆଳୁ ଉପରେ ମହଙ୍ଗା ମାଡ଼, ୩୦ଟଙ୍କା ଉପରେ ରହିଛି ଦର

ଭୁବନେଶ୍ବର: ଇଜିପ୍‌ଟରୁ ପିଆଜ ଆସିବା ପରେ ଦର ସାମାନ୍ୟ କମିଛି। ଏବେ ଆଳୁ ଉପରେ ମହଙ୍ଗା ମାଡ଼ ଖାଉଟିଙ୍କ ଉପରେ ଦାଉ ସାଜିଛି। ଗରିବଙ୍କ ଅତ୍ୟାବଶ୍ୟକ ପିଆଜ ଓ ଆଳୁର ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସପ୍ତାହକ ତଳେ ଆଳୁ କିଲୋ ପ୍ରତି ୨୦ରୁ ୨୪ ଟଙ୍କା ରହିଥିବା ବେଳେ ବଜାରରେ ଆଳୁ ଦର…

ପୁରୀ: ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ବସ୍ତା ବସ୍ତା ଆଳୁ ନଷ୍ଟ, ଚାଷୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ

ପୁରୀ(କେନ୍ୟୁଜ୍): ଶୀତଳ ଭଣ୍ଡାରରେ ଆଳୁ ନଷ୍ଟ । ବସ୍ତା ବସ୍ତା ଆଳୁରୁ ଗଜା ବାହାରିବା ସହ ପଚିସଢ଼ି ନଷ୍ଟ ହେଲାଣି । ପୁରୀ ଜିଲ୍ଲା ପିପିଲି ନିକଟ ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ଆଳୁ ନଷ୍ଟକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ୨୦…