ଆଜି ବସିବ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିକଳ୍ପ ମୂଲ୍ୟାୟନ ବିଶେଷଜ୍ଞ କମିଟିର ଚତୁର୍ଥ ବୈଠକ

ଭୁବନେଶ୍ୱର(କେ ନ୍ୟୁଜ):  ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିକଳ୍ପ ମୂଲ୍ୟାୟନ ବିଶେଷଜ୍ଞ କମିଟିର ଚତୁର୍ଥ ବୈଠକ । ବୈଠକରେ ରାଜ୍ୟ ସରକାରଙ୍କୁ ଦେବାକୁ ଥିବା ଡ୍ରାପ୍ଟ ରିପୋର୍ଟରେ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। କ’ଣ ହେବ ବିକଳ୍ପ ମାନଦଣ୍ଡ ତାହା ପ୍ରସ୍ତାବ ବା ପରାମର୍ଶ ଭାବେ ଉଲ୍ଲେଖ କରାଯାଇଥିଲା। ଏହି ଡ୍ରାପ୍ଟ ରିପୋର୍ଟ ଆଜି ପରିଷଦର ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଦିଆଯିବ। ସେ ଏହି ରିପୋର୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଦାଖଲ କରିବେ। ବିଭାଗ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଚୂଡାନ୍ତ କରିବ। ଯାହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.