Below header

ଆଜିଠୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହୋଇଛି ୪୪ଟି ନୂଆ କେନ୍ଦ୍ର

ଭୁବନେଶ୍ବର(କେନ୍ୟୁଜ୍): ଆଜିଠାରୁ ଆରମ୍ଭ ହେଉଛି +୨ ପ୍ରାକ୍ଟିକାଲ ପରୀକ୍ଷା । ଚଳିତ ବର୍ଷ ୧୧୪୨ଟି ପରୀକ୍ଷା କେନ୍ଦ୍ର ଓ ଉପକେନ୍ଦ୍ର କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ୨୫ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ୧୩ଟି ଏକଲବ୍ୟ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଗତବର୍ଷ ପରୀକ୍ଷା ପାଇଁ ୧୦୯୮ଟି ସେଣ୍ଟର ହୋଇଥିଲା । ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଉ ୪୪ଟି ନୂଆ କେନ୍ଦ୍ର ହୋଇଛି । ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେବ ପରୀକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.