Below header

ନୂଆପଡ଼ାର ଚାଷୀ ନବୀନ ଠାକୁରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କିଷାନ କ୍ରେଡିଟ କାର୍ଡ ସଂପର୍କରେ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ଚାଷୀଙ୍କ ସହ ଆଲୋଚନା ବେଳେ ଓଡିଶାର ଚାଷୀଙ୍କ ଠାରୁ ମଧ୍ୟ ମତାମତ ଲୋଡ଼ିଥିଲେ । ନୂଆପଡ଼ାର ଚାଷୀ ନବୀନ ଠାକୁରଙ୍କ ସହ କିଷାନ କ୍ରେଡିଟ କାର୍ଡ ସଂପର୍କରେ ଆଲୋଚନା କରିଥିଲେ । କିଷାନ କ୍ରେଡିଟ କାର୍ଡ ଦ୍ୱାରା ମିଳୁଥିବା ସ୍ୱଳ୍ପ ସୁଧହାର ଋଣ ସମେତ ଅନ୍ୟାନ୍ୟ ଲାଭ ସଂପର୍କରେ କୃଷକମାନଙ୍କୁ ଜଣାଇବାକୁ ମୋଦି ତାଙ୍କୁ କହିଥିଲେ ।

ପିଏମ୍‌ କିଷାନ ନିଧି ଯୋଜନାର ସଠିକ୍‌ କାର୍ଯ୍ୟକାରିତା ଓ ଏହାର ଉପକାରିତା ସଂପର୍କରେ ପଚାରି ବୁଝିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ଖୁସି ପ୍ରକାଶ କରିଛନ୍ତି ଚାଷୀ ନବୀନ ଠାକୁର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.