କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ

କୋରାପୁଟ/ମାଲକାନଗିରି(କେନ୍ଯୁଜ୍): କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ସୁନାବେଡା ହାଲ୍‌ ହେଲିପ୍ୟାଡରେ ଅବତରଣ କରି ମାଲକାନଗିରି ଗସ୍ତ କରିଛନ୍ତି । ମାଲକାନଗିରିରୁ ଫେରିବା ପରେ କୋରାପୁଟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ମାଓ ଗତିବିଧି ଓ କରୋନା ସ୍ଥିତି ସମୀକ୍ଷା କରିବେ ଡିଜିପି । ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ ସମୀକ୍ଷା ବୈଠକରେ ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.