ଅପରାହ୍ନ ୪.୩୦ରେ ସିଏମ୍ସି କମିଶନରଙ୍କ ପ୍ରେସମିଟ୍, କଟକରେ ଟିକାକରଣ ନେଇ ଦେବେ ସୂଚନା

କଟକ: ଅପରାହ୍ନ ୪.୩୦ରେ ସିଏମ୍ସି କମିଶନରଙ୍କ ପ୍ରେସମିଟ୍। କଟକରେ ଟିକାକରଣ ନେଇ ସୂଚନା ଦେବେ ଅନନ୍ୟା ଦାଶ । ଆସନ୍ତା ୧୦ରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ହେବ ଟିକାକରଣ।
କଟକରେ ଆସନ୍ତା ୧୦ରୁ ୨ୟ ଡୋଜ ଟିକାକରଣ ଆରମ୍ଭ ହେବ। ସକାଳ ୯ଟାରୁ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । ୮ ଜଣ ଭ୍ୟାକ୍ସିନେଟର ଓ ୨ ଜଣ DEO ନିୟୋଜିତ ହେବେ। CMCର ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରର ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି।