କୋଭିଡ ଗାଇଡଲାଇନର ଉଲ୍ଲଂଘନ ପଡିଲା ମହଙ୍ଗା: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ଘରୋଇ ଶିକ୍ଷାନୁଷ୍ଠାନକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀ ନୟାପଲ୍ଲୀ ଅଞ୍ଚଳରେ ଥିବା ଅଦ୍ବିତ୍ବ ଏକାଡେମୀ ଏବଂ କାଲିଙ୍ଗା ଏକାଡେମୀକୁ ସିଲ୍ କଲା ବିଏମସି। କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଆଜି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସିଲ୍ କରାଯାଇଛି।

ବିଏମସି ଟିମ୍ ଉଭୟ ଅନୁଷ୍ଠାନରେ ହଠାତ୍ ଚଢାଉ କରିଥିଲେ। କୋଭିଡ ନିର୍ଦ୍ଦେଶାବଳୀକୁ କର୍ତ୍ତୃପକ୍ଷ ଉଲ୍ଲଂଘନ କରିଥିବା ଜାଣିବାକୁ ପାଇଥିଲେ। ତେଣୁ, ପରବର୍ତ୍ତୀ ବିଜ୍ଞପ୍ତି ଆସିବା ପର୍ଯ୍ୟନ୍ତ ଅନୁଷ୍ଠାନଗୁଡିକୁ ସିଲ୍ କରାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.